ସୂର୍ଯ୍ୟବଂଶୀ ଓ ବାବା ହରେକୃଷ୍ଣଙ୍କୁ ଟକ୍କର ଦେବେ ବିଜେଡିରୁ ଅବନ୍ତୀ ଦାସ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶେଷରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ଘୋଷଣା କରିଛି। ଅବନ୍ତୀ ଦାସଙ୍କ ନାଁରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିଛନ୍ତି। ଶ୍ରୀମତୀ ଦାସ ଏବେ ତିହିଡ଼ି ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଛନ୍ତି। ଏହି ଉପନିର୍ବାଚନରେ ବିଜେପିର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସର ନେତା ବାବା ହରେକୃଷ୍ଣ ସେଠୀଙ୍କୁ ଅବନ୍ତୀ ଦାସ ଟକ୍କର ଦେବେ। ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା … Continue reading ସୂର୍ଯ୍ୟବଂଶୀ ଓ ବାବା ହରେକୃଷ୍ଣଙ୍କୁ ଟକ୍କର ଦେବେ ବିଜେଡିରୁ ଅବନ୍ତୀ ଦାସ